ତିତିଲି ବାତ୍ୟା ପୂର୍ବରୁ ଏବଂ ପରବର୍ତ୍ତୀ କାର୍ଯ୍ୟକୁ ନେଇ କେନ୍ଦ୍ରୀୟ ଟିମର ପ୍ରଶାସନକୁ ପ୍ରଶଂସା

Central team lauded admin steps post cyclone Titli

ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ସଦସ୍ୟ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ବୁରତାଲ ପଞ୍ଚାୟତ ପରିଦର୍ଶନ କଲାପରେ ବାତ୍ୟା ଓ ବନ୍ୟା ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ଥଇଥାନ କାର୍ଯ୍ୟ ପାଇଁ ପ୍ରଶାସନକୁ ପ୍ରଶଂସା କରିଛନ୍ତି।

Other News