ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସହିଦଙ୍କ ପତ୍ନୀଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା

CM announced Rs 5 lakh to slain Jawan’s widow

 Published : ଦି ଟେଲିଗ୍ରାଫ

/  

03-Jan-2018  

 ଜାମ୍ମୁ କାଶ୍ମୀର ପୁଲୱମା ଠାରେ ଥିବା ସିଆରପି ତାଲିମ ଶିବିରରେ ଆତଙ୍କବାଦୀ ଆକ୍ରମଣରେ  ସହିଦ୍ ହୋଇଥିବା ପ୍ରଦୀପ କୁମାର ପଣ୍ଡାଙ୍କ ବିଧ‍ବା ପତ୍ନୀଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Other News