Published : ପାଏନିୟର
12-Oct-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ଲାବିତ ଗଞ୍ଜାମ, ଗଜପତି, ଏବଂ ରାୟଗଡା ଜିଲ୍ଲାରେ ବିପନ୍ନ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।