ଓଡିଶାରେ ଅନୁଷ୍ଠିତ ହେବ ହକି ବିଶ୍ବକପ ୨୦୧୮

ODISHA TO HOST HOCKEY WORLD CUP 2018

 Published : ପାଏନିୟର

/  

28-Mar-2017  

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମେନ୍ସ ହକି ୱାଲ୍ଡ ଲିଗ ଫାଇନାଲ- ୨୦୧୭  ଏବଂ ହକି ମେନ୍ସ ୱାଲ୍ଡ କପ -୨୦୧୮ । ଏଥିନେଇ ଅର୍ନ୍ତଜାତୀୟ ହକି ଫେଡେରେସନ ଏବଂ ଓଡିଶା ସରକାର ଉଭୟ ସରକାରୀ ଭାବେ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ, ଏହି ବିଶ୍ବସ୍ତରୀୟ କ୍ରୀଡା ଓଡିଶାର ହକି ପ୍ରେମି ମାନଙ୍କୁ ଆନନ୍ଦ ପ୍ରଦାନ କରିବା ସହିତ ଯୁବ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇବ। ବିଶ୍ବସ୍ତରୀୟ ଏହି ସମ୍ମାନ ଜନକ କ୍ରୀଡାର ଆୟୋଜନ ଓଡିଶା କରୁଥିବାରୁ ଏହା ଆମପାଇଁ ଗର୍ବର ବିଷୟ।

Other News