Published : ଓଟିଭି
/04-Jul-2017
ଇଣ୍ଟରନ୍ୟାସନାଲ ଆସୋସିଏନ ଅଫ ଆଥଲେଟିକ୍ସ ଫେଡେରେସନ ( ଆଇ ଏ ଏ ଏଫ)ର ସଭାପତି, ଲର୍ଡ ସେବାଷ୍ଟିଆନ କୋ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଓ ଏଥିରେ ଥିବା ସୁବିଧା ସୁଯୋଗ ଦେଖି ପ୍ରଶଂସା କରିଛନ୍ତି। ଜୁଲାଇ ୫ ତାରିଖରେ ଏହି ଷ୍ଟାଡିୟମରେ ୨୨ ତମ ଏସିଆନ୍ ଆଥେଲିଟିକ୍ସ ଚମ୍ପିଆନସିପ୍ସର ଶୁଭାରମ୍ଭ ହେବ।