Published : ଦି ଟାଇମ୍ସ ଅଫ ଇଣ୍ଡିଆ
/23-Feb-2017
ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟରେ ଆଦିକବି ସାରଳା ଦାସଙ୍କ ନାମରେ ପ୍ରତିଷ୍ଠା ହେବ ଓଡିଆ ଚେୟାର। ଏଥି ନିମନ୍ତେ ରାଜ୍ୟ ସରକାର ଓ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାର ଏହି ଚେୟାର ପ୍ରତିଷ୍ଠା ପାଇଁ ଏକ କାଳୀନ ୫ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ ଏବଂ ପରବର୍ତ୍ତୀ କାଳରେ ଭିତ୍ତିଭୂମିପାଇଁ ୧୦ ଲକ୍ଷ ଟଙ୍କାର ଯୋଗାଇ ଦେବେ।