ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ଅଧିକାରୀଙ୍କୁ ନିର୍ଦ୍ଦେଶ : ଦୁର୍ନୀତି କ୍ଷେତ୍ରରେ କଠୋର ନୀତି ଅବଲମ୍ବନକର

CM directs vigilance officers to go hard on corruption

 Published : ଓଟିଭି

/  

11-Aug-2017  

ରାଜ୍ୟ ସରକାର ଦୁର୍ନୀତିକୁ ରୋକିବା ପାଇଁ ପ୍ରତି ବିଭାଗରେ “ଆଣ୍ଟି- କରପସନ୍ ସେଲ” ଖୋଲିବା  ଦିଗରେ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ହୀରକ ଜୟନ୍ତୀର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁର୍ନରାବୃତ୍ତି କରି କହିଥିଲେ ଯେ  ଦୁର୍ନୀତି କ୍ଷେତ୍ରରେ “ଜିରୋ ଟଲେରାନ୍ସ” ନୀତି ଆପଣାଇଛନ୍ତି।

Other News