ଭୂମିହୀନ ଚାଷୀଙ୍କୁ ମିଳିଲା କାଳିଆ ସହାୟତା ଟଙ୍କା

Odisha provided monetary assistance to landless farmers

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୂମିହୀନ କୃଷକ ମାନଙ୍କୁ  କାଳିଆ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସହାୟତା ବାବଦରେ  ଜଣଙ୍କ ପ୍ରତି ତିନୋଟି ପର୍ଯ୍ୟାୟରେ ୧୨୫୦୦ ଟଙ୍କା ମିଳିବ। ସେଥି ମଧ୍ୟରୁ  ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କା କରି ଡ଼ିବିଟି ବ୍ୟବସ୍ଥାରେ ସିଧାସଳଖ ଟଙ୍କା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଯିବାର ବ୍ୟବସ୍ଥା ହୋଇଛି। ପ୍ରାୟ ୫ଲକ୍ଷ ଉପଭୋକ୍ତାଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯାଇଛି।

Other News