ରାଜ୍ୟ ସରକାରଙ୍କ ପ୍ରସ୍ତାବ, କେ ବି କେ ଅଞ୍ଚଳରେ ଚିକିତ୍ସାଳୟ ପ୍ରତିଷ୍ଠା କଲେ ମିଳିବ ୩୦ ପ୍ରତିଶତ ସହାୟତା

Govt offers 30 pc capital subsidy to set up hospitals in KBK

 ରାଜ୍ୟର କେ ବି କେ  ଅଞ୍ଚଳରେ ଥିବା ୧୧ ଟି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟ ପ୍ରତିଷ୍ଠା କଲେ ସେଥିପାଇଁ ବିନିଯୋଗ ହୋଇଥିବା ମୂଳ ପୁଞ୍ଜି ଊପରେ ୩୦ ପ୍ରତିଶତ ଆର୍ଥକ ସହାୟତା ଯୋଗାଇ ଦେବାକୁ ଓଡିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋତ୍ସାହନ ବ୍ୟବସ୍ତା ଫଳରେ କେ ବି କେ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜି ନିବେଶକାରୀ ମାନେ ଆଗ୍ରହ ପ୍ରକାଶ କରିବେ ବୋଲି ଆଶାକରାଯାଉଛି।

Other News