Published : ପାଏନିୟର
22-Feb-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏଣିକି ଜୁନ ୧୪ ତାରିଖକୁ ରାଜ୍ୟରେ ଲୋକକଳା ଦିବସ ଭାବେ ପାଳନ କରାଯିବ। ଉତ୍କଳ ମଣ୍ଡପଠାରେ ଆୟୋଜିତ ଲୋକକଳା ଉତ୍ସବର ଉଦଯାପନ ଦିବସରେ ଯୋଗଦେଇ ଏହି ଘୋଷଣା କରିଛନ୍ତି।