ଚାଷୀ ପ୍ରତିବାଦ, ବିଜେଡି ପକ୍ଷରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ

Farmers Protest, BJD held second preparatory meet

 Published : ଓରିଶାପୋଷ୍ଟ

/  

28-Dec-2018  

ଆସନ୍ତା ଜାନୁୟାରୀ ୮ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବୀକରି ଦିଲ୍ଲୀର ତଲକୋଟୋରା ଷ୍ଟାଡିୟମ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେଥିପାଇଁ ବିଜୁ କୃଷକ ଜନତା ଦଳର ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ଓଡ଼ିଶା ଭବନରେ ବସି ଆଲୋଚନା କରାଯାଇଥିଲା।

Other News