Published : ଟାଇମ୍ସ ଅଫ ଇଣ୍ଡିଆ
04-Aug-2017
ରାଜ୍ୟର ମାଓ ପ୍ରବଣ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମୋବାଇଲ ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସହିତ ବ୍ୟାଙ୍କି ଭିତ୍ତିଭୂମିକୁ ସୁଦୃଢ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବୀ କରିଛନ୍ତି।