ପୂର୍ବତଟ ରେଳପଥକୁ ଭାଗଭାଗ କରିବା ଓଡ଼ିଶା ପାଇଁ ଦୁଭାଗ୍ୟଜନକ ବିଜେଡ଼ି

East Coast Railway split a conspiracy against Odisha, says BJD

ନିର୍ବାଚନ ମାତ୍ର ଏକ ମାସ ଥିବାବେଳେ ପୂର୍ବତଟ ରେଳବାଇ ଜୋନକୁ ଭାଗ ଭାଗ କରି  ଦକ୍ଷିଣ ତଟ ରେଳବାଇ ଜୋନ ସୃଷ୍ଟି କରିବା କ୍ଷେତ୍ରରେ କେନ୍ଦ୍ରର ନିଷ୍ପତ୍ତି  ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଜନକ ବୋଲି ବିଜୁ ଜନତା ଦଳ ମତ ପ୍ରକାଶ କରିଛି। ଓଡ଼ିଶାକୁ ଅର୍ଥନୈତିକ କ୍ଷେତ୍ରରେ ଦୃର୍ବଳ କରିବା ଉଦ୍ୟେଶରେ ଏହା ଏକ ଚକ୍ରାନ୍ତ ବୋଲି ବିଜେଡ଼ି ଅଭିଯୋଗ କରିଛି

Other News