ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଦଳର ସମସ୍ତ ଆସନ ଦଖଲ, ହିନ୍ଦୋଳରେ ୧୬ରୁ ୧୩ ୱାର୍ଡରେ ବିଜୟୀ

BJD sweeped Attabira NAC polls, won 13 out of 16 wards in Hindol

 Published : ଓଡିଶା ସନ୍ ଟାଇମ୍ସ

/  

05-Apr-2018  

ରାଜ୍ୟରେ ଦଳର ବିଜୟ ଯାତ୍ରା ନିର୍ବାଚନ ଗୁଡିକରେ ଅବ୍ୟାହତ ରହିଛି। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଦଳ ସମସ୍ତ ଆସନ ଦଖଲ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲାର ଅତାବିରା ବିଜ୍ଞାପତି ପରିଷଦ ନିର୍ବାଚନରେ ମୋଟ ୧୬ ଟି ୱାର୍ଡରୁ ୧୩ ଟି ୱାର୍ଡରେ ଦଳର ବିପୁଳ ବିଜୟ ଘଟିଛି।

Other News