ମୁଖ୍ୟମନ୍ତ୍ରୀ ପ୍ରଥମ “ମୋ ବସ୍” ସେବାର ଶୁଭାରମ୍ଭ କଲେ

CM flagged off first Mo Bus

ବିଶ୍ବକପ ହକି ପୂର୍ବରୁ ନାଗରିକ ମାନଙ୍କ ପାଇଁ ସ୍ବଳ୍ପ ଖର୍ଚ୍ଚରେ ଆରାମ ଦାୟକ ଯାତାୟତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ମୋ ବସ୍” ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ ବିଶେଷକରି ଭୁବନେଶ୍ବର, କଟକ ଏବଂ ପୁରୀକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତାୟତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News