ପାଟକୁରା ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ

Party candidate filed nomination for Patkura poll

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Apr-2019  

ପାଟକୁରା ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା କେନ୍ଦ୍ରାପଡା ସବ୍ କଲେକ୍ଟରଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମର୍ଥକ ଓ ପାର୍ଟିର ସଦସ୍ୟଙ୍କ ଗହଣରେ ଆସି ସେ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅଗ୍ରୱାଲା ହେଉଛନ୍ତି ସ୍ବର୍ଗୀୟ ବେଦୁ ପ୍ରକାଶ ଅଗ୍ରୱାଲାଙ୍କ ସହଧର୍ମିଣୀ ।

Other News