ସଭାପତି କହିଲେ, ବେଙ୍ଗଲି ସମ୍ପ୍ରଦାୟର ସମସ୍ୟା ପ୍ରତି ଧ୍ୟାନ ଦିଆଯିବ

I’ll look into your issues, President tells Bengali community

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମାଲକାନାଗିରି ଜିଲ୍ଲାର କାଲିମେଳାର ଅଞ୍ଚଳରେ ବସବାସ କରୁଥିବା ବେଙ୍ଗଲି ସମ୍ପ୍ରଦାୟକୁ କହିଛନ୍ତି ସେମାନଙ୍କ ସମସ୍ୟା ଗୁଡିକ ତାଙ୍କ ଦୃଷ୍ଟିକୁ ଆସିଛି। ସେହିସବୁ ସମସ୍ୟାର ସମାଧାନ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ । କାଲିମେଳା ଠାରେଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଓ ପ୍ରବଣ ଅଞ୍ଚଳରେ ବସବାସ କରୁଥିବା  ରିଫ୍ୟୁଜି ବେଙ୍ଗଲି ସମ୍ପ୍ରଦାୟର ସମସ୍ୟା ଗୁଡିକର ସମାଧାନ ଦିଗରେ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

Other News