ଖୋର୍ଦ୍ଦା ବଲାଙ୍ଗୀର ରେଳପଥ ପାଇଁ ଜମି ହସ୍ତାନ୍ତରକୁ କ୍ୟାବିନେଟର ମଂଜୁରୀ

Odisha cabinet clears alienation of govt land for Khurda-Balangir railway line

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-Jun-2018  

ଖୋର୍ଦ୍ଦା ବଲାଙ୍ଗୀର ରେଳପଥର ଦଶପଲ୍ଲା-ବଲାଙ୍ଗୀର ଅଂଶ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟକୁ ୮୮୧.୭୪୫ ଏକର ଜମି ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରିଛନ୍ତି ।

Other News