ମନ୍ତ୍ରୀ ମଣ୍ଡଳରେ ସାମାନ୍ୟ ଅଦଳ ବଦଳ ଓ ଅତିରିକ୍ତ ବିଭାଗ ବଣ୍ଟନ

Odisha Ministers allotted additional charge in minor reshuffle

 Published : ଓଡିଶା ସନ୍ ଟାଇମ୍ସ

/  

03-Mar-2018  

ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମାନ୍ୟ ଅଦଳ ବଦଳ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଜଳ ସଂପଦ ଓ ପୂର୍ତ୍ତ ବିଭାଗ ଦାୟୀତ୍ବ ଛାଡିଛନ୍ତି।  ଏହି ବିଭାଗ ଦୁଇଟି ଯଥାକ୍ରମେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ ଓ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଅଦଳ ବଦଳ ପ୍ରକ୍ରୀୟାରେ ପ୍ରଦାନ କରାଯାଇଛି। ସେହିପରି ଅନ୍ୟ କେତେକ ବିଭାଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

Other News