ରାଜ୍ୟରେ ଜଳସେଚନର ସୁବିଧା ଅଧିକ ୧୩ ଲକ୍ଷ ହେକ୍ଟରକୁ ଯୋଗାଇ ଦିଆଯାଇଛି, ମୁଖ୍ୟମନ୍ତ୍ରୀ

Irrigation potential up by 13 lakh hectares, CM

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୀର୍ଘ ୧୭ ବର୍ଷ ମଧ୍ୟରେ ରାଜ୍ୟ ସରକାର ରାଜ୍ୟରେ ୧୩.୨୯ ହେକ୍ଟର ଅଧିକ ଜମି ପାଇଁ ଜଳ ସେଚନର ସୁଯୋଗ ସୃଷ୍ଟି କରି ପାରିଛନ୍ତି l ଜଳବିଭାଜିକା ମିଶନ ପକ୍ଷରୁ ଓଡିଶା କୃଷି ଏବଂ ବୈଷୟିକ ବିଶ୍ଵ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ  ରାଜ୍ୟରେ ମୋଟ ୨୪.୮୭ ଲକ୍ଷ ହେକ୍ଟର ଜମି ଜଳ ସେଚିତ ହେଉଥିଲାବେଳେ ୨୦୧୭ ମସିହାରେ ଜଳସେଚିତ ଜମିର ପରିମାଣ ୩୮.୧୬ ଲକ୍ଷ ହେକ୍ଟରରେ ପହଞ୍ଚିଛିl

Other News