କାଳିଆ ଯୋଜନା ଦେଶ ପାଇଁ ଏକ ମଡେଲ : ମୁଖ୍ୟମନ୍ତ୍ରୀ

KALIA scheme a model in the country: CM

 Published : ଟାଇମ୍ସ ଅଫ ଇଣ୍ଡିଆ

/  

16-Jan-2019  

ରାଜ୍ୟର କୃଷକଙ୍କ ଜୀବନ ଓ ଜିବୀକାରେ ଉନ୍ନତି ଆଣିବା ସହ ସେମାନଙ୍କର ଆୟ ବୃଦ୍ଧି ଲକ୍ଷ୍ୟ ନେଇ ସହାୟତା ପ୍ରଦାନ ପାଇଁ (କାଳିଆ) ଯୋଜନାର ପ୍ରଚଳନ କରିଛନ୍ତି ବୋଲି ଭୁବନେଶ୍ବରଠାରେ ଆୟୋଜିତ ବାର୍ଷିକ କୃଷି ସମାରୋହର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

Other News