ମହାନଦୀ ପାଣି ପାଇଁ ବିଜେଡି କରିବ ପଦଯାତ୍ରା

BJD plans to take out padayatra

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ଘେରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପଦ ଯାତ୍ରା କରାଯିବ। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ମହାନଦୀ ସଲଗ୍ନ ଜିଲ୍ଲା ଗୁଡିକରେ ପଦଯାତ୍ରାକୁ ବ୍ୟାପକ କରାଯିବ।

Other News