ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭଦାନ। ବ୍ରହ୍ମପୁର ଜଳ ସଙ୍କଟ ଦୂରହେବ

CM lays the foundation of drinking water project to rid Berhampur of water crisis

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବ୍ରହ୍ମପୁରର ଜଳସଙ୍କଟ ଦୂର କରିବାପାଇଁ ୫୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜାନିବିଲି- ବ୍ରହ୍ମପୁର ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣପାଇଁ ଜଗଦଳପୁରଠାରେ ଶୁଭଦାନ କରିଛନ୍ତି। ଏହି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜାନିବିଲିଠାରୁ ବ୍ରହ୍ମପୁର ମଧ୍ୟରେଥିବା ଆସ୍କା, ହଞ୍ଜିଳି, ସେରଗଡ, ଏବଂ କୁକୁଡାଖଣ୍ଡି ବ୍ଲକର ୫୨ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News