Language ଓଡିଆ

News

Naveen keeps his promise

Naveen keeps his promise

 Published : Newsroom Odisha

/  

09-Jul-2022  

ହିନ୍ଦୁ ଧର୍ମରେ ରାକ୍ଷୀର ମାନକୁ ଭାଇ ଭଉଣୀର ସଂପର୍କରେ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରାକ୍ଷୀର ମାନକୁ ରଖି ନିଜର ମହାନତା ପ୍ରତିପାଦିତ କରିଛନ୍ତି। ଦିନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବାର ଗୁରୁଦାୟିତ୍ବ ନେଇ ଅସଲ ଭାଇର ପରିଚୟ ଦେଇଛନ୍ତି ନବୀନ। ଆଉ ଆଜି ଭୁବନେଶ୍ବରରେ ନବୀନଙ୍କୁ ଭାଇ ବୋଲି ଦ୍ରୌପଦୀଙ୍କ ସମ୍ବୋଧନ ଉଭୟଙ୍କ ମଧ୍ଯରେ ଥିବା ଭାଇ ଭଉଣୀର ପବିତ୍ର ସଂପର୍କକୁ ପ୍ରମାଣିତ କରିଛି।

ଆହୁରି ପଢନ୍ତୁ

Other News