ସଭାପତିଙ୍କ ଦଳୀୟ ବିଧାୟକଙ୍କୁ ମନ୍ତ୍ର: ସରଳ ହୁଅ ଏବଂ ଲୋକଙ୍କ ପାଖକୁ ଯାଅ

President gives simplicity mantra to Party MLAs

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ମାନଙ୍କୁ କହିଛନ୍ତି, ”ସରଳ ଜୀବନ ଯାପନ କର ଏବଂ ଲୋକଙ୍କ ନିକଟତ୍ତର ହୁଅ। ତୁମେ ସରଳ ହେଲେ ଲୋକେ ତୁମର ନିକଟତ୍ତର ହେବେ।  ଯେତେ ବେଳେ ଜନସାଧାରଣ ଏବଂ ସେମାନଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବ ସେତେବେଳେ ରାଜନୀତି ଆଉ ଜଟିଳ ହୋଇ ରହିବନାହିଁ।

Other News