Published : ଓଡ଼ିଶା ସନ୍ ଟାଇମ୍ସ
07-Apr-2019
ଦଳ କାକଟପୁର ବିଧାନସଭା ଅସନରେ ସୁରେନ୍ଦ୍ର ସେଠୀଙ୍କ ସ୍ଥାନରେ ତୁସାରକାନ୍ତି ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି। ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି।