ଭୁବନେଶ୍ବର ସ୍ମାର୍ଟସିଟିକୁ ମିଳିଲା ଡିଜିଟାଲ ପେମେଣ୍ଟ ଆୱାର୍ଡ

BSCL bagged Smart Cities Digital Payment Award

 Published : ଓଡିଶା ସନ୍ ଟାଇମ୍ସ

/  

14-Feb-2019  

ଓଡିଶା ସରକାରଙ୍କ ସଫଳତାର କାହାଣିରେ ଯୋଡିହେଲା ଆଉ ଏକ ସଫଳତା। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡକୁ କେନ୍ଦ୍ର ସରକାରଙ୍କର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଳିଲା  ଶ୍ରେଷ୍ଠ ଡିଜିଟାଲ ପେମେଣ୍ଟ ଇନୋଭେଟର ଆୱାର୍ଡ। ୨୦୧୮ ଅଗଷ୍ଟରେ ସ୍ମାର୍ଟସିଟି ଡିଜିଟାଲ ପେମେଣ୍ଟ ଆୱାର୍ଡ ପ୍ରଦାନ ନିମନ୍ତେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏହି ପଦକ୍ଷେପ ନିଆଯାଇଥିଲା ପିପିପି ମୋର୍ଡରେ ସାଧାରଣ ପେମେଣ୍ଟ କାର୍ଡ ବ୍ୟବସ୍ଥାର ପ୍ରଚଳନରେ  ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ ପଦକ୍ଷେପ ଆରମ୍ଭ କରିଥିଲା।

Other News