ମହିଳା ସଂରକ୍ଷଣ ବିଲକୁ ରହୁଳଙ୍କ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଖୁସି

CM glad over Rahuls support to Womens Reservation Bill

 Published : ଓଡ଼ିଶା ସନ୍ ଟାଇମ୍ସ

/  

10-Dec-2018  

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ  ପ୍ରସ୍ତାବକୁ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଳ ଗାନ୍ଧୀ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଖୁସିବ୍ୟକ୍ତ କରିଛନ୍ତି।

Other News