Published : ଓଡ଼ିଶା ସନ୍ ଟାଇମ୍ସ
09-Apr-2019
ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଦଳ ଫକ୍ଷରୁ ଘୋଷଣା କରାଯାଇଛି। ଏହି ଆସନରେ ଅପ୍ରେଲ ୨୯ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି।