ଭାରତୀୟ ବାୟୁ ସେନାର ପାଇଲଟ ନିରାପଦରେ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ କଲେ କାମନା

CM prayed for safe return of captured IAF pilot

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Feb-2019  

ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନାର ଉଇଙ୍ଗ୍ କମାଣ୍ଡର ଭି. ଅଭିନନ୍ଦନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ସମଗ୍ର ଦେଶବାସୀ ଚାହିଁ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଇଙ୍ଗ୍ କମାଣ୍ଡରଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଅଭିନନ୍ଦଙ୍କୁ ପ୍ରଶଂସା କରି କହିଛନ୍ତି“ ସେ ଜଣେ ସାହସୀ ପାଇଲଟ’। ଭାରତୀୟ ବାୟୁ ସେନାର ସାହସ ଓ  ବୀରତ୍ବ ପାଇଁ ମୁଖ୍ୟମନ୍ତ୍ରୀ ସାଲ୍ୟୁଟ୍ କରିଛନ୍ତି।

Other News