Published : ପାଏନିଅର
/08-Jan-2019
କାଳିଆ ଯୋଜନା ସମ୍ପର୍କରେ କୃଷକ ମାନଙ୍କୁ ବିଶେଷ ସୂଚନା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲପ୍ ଲାଇନ୍ ପ୍ରଚଳନ କରାଯାଇଛି। ଯେକୌଣସି ବ୍ୟକ୍ତି ୧୮୦୦-୫୭୨-୧୧୨୨ ନମ୍ବରକୁ ଫୋନକରି ନିଜର ଅଭିଯୋଗ ରେଜିଷ୍ଟ୍ରି କରିପାରିବ କିମ୍ବା କାଳିଆ ଯୋଜନା ସମ୍ପର୍କରେ ବିନା ଖର୍ଚରେ ସୁଚନା ପାଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।