Published : ପାଏନିଅର
/29-May-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇକୁ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ପୁର୍ନବାର ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ମୁମ୍ବାଇ-ପୁରୀ ମଧ୍ୟରେ ସମ୍ବଲପୁର ଦେଇ ଏକ ଟ୍ରେନ ଚଳାଇବା ସହିତ ମୁମ୍ବାଇ-ଭୁବନେଶ୍ବର ମଧ୍ୟରେ ଚାଲୁଥିବା ସପ୍ତାହୀକ ଟ୍ରେନ ଚଳାଚଳର ବ୍ୟବଧାନକୁ ହ୍ରାସ କରିଦିଆଯାଉ । ଫଳରେ ଯାତ୍ରୀ ମାନଙ୍କ ଯାତାୟତରେ ଅନେକ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି।