Published : ଟାଇମ୍ସ ଅଫ ଇଣ୍ଡିଆ
/12-Sep-2017
ରାଜ୍ୟର ବିଦ୍ୟୁତ କରଣ ହୋଇ ନଥିବା କିମ୍ବା ଅଧା ବିଦ୍ୟୁତ କରଣ ହୋଇଥିବା ଗ୍ରାମ ଗୁଡିକୁ ୨୦୧୮ ଜୁନ୍ ସୁଦ୍ଧା ସମ୍ପର୍ଣ୍ଣ ବିଦ୍ୟୁତ କରଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟଠାରେ ଗ୍ରାମ୍ୟ ବିଦ୍ୟୁତ କରଣ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲାବେଳେ ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶ ଦେଇଥିଲେ।