ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ବନ୍ୟାର କ୍ଷୟ କ୍ଷତି ସମ୍ପର୍କରେ ୭ ଦିନ ମଧ୍ୟରେ ରିପୋର୍ଟ ଦିଅ

CM seeks flood damage report in seven days

 Published : ଓଡିଶା ସନ ଟାଇମସ

/  

17-Jul-2017  

ବନ୍ୟାରେ ହୋଇଥିବା କ୍ଷୟ କ୍ଷତି ସମ୍ପର୍କରେ ସାତଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାୟଗଡା, ନବରଙ୍ଗପୁର, କୋରାପୁଟ ଓ କଟକ ଜିଲପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତିl  ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସମୟରେ  ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀ ମାନେ ସମନ୍ଵୟରଖି ବନ୍ୟା ଅଞ୍ଚଳରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେl

Other News