ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ଉପସଭାପତି ସୁଷମା ବିଶ୍ବାଳଙ୍କ ଦଳରେ ଯୋଗଦାନ

Ex-BJP Mahila Morcha Vice President Sushama Biswal joined party

 Published : ଓଡ଼ିଶା ସନ୍ ଟାଇମ୍ସ

/  

11-Mar-2019  

ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ରାଜ୍ୟ ଉପ-ସଭାପତି ସୁଷମା ବିଶ୍ବାଳ ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଶ୍ରୀମତୀ ବିଶ୍ବାଳ ୨୦୧୪ ମସିହା ନିର୍ବାଚନରେ ନିଳଗିରି ଆସନରୁ ବିଜେପି ପ୍ରାର୍ଥି ଭାବେ ନିର୍ବାଚନ ଲଢି ଦଳର ପ୍ରାର୍ଥୀ ସୁକାନ୍ତ କୁମାର ନାୟକଙ୍କ ଠାରୁ ହାରିଯାଇଥିଲେ।

Other News