ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ନିହତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ଘୋଷଣା କଲେ ଅନୁକମ୍ପା ରାଶି

CM condoled death of two cops, announced ex-gratia

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Mar-2019  

ଝାରସୁଗୁଡା ଠାରେ ସଡ଼କ ଦୁର୍ଘଟଣାରେ ଓ ଏସ ପି ଦ୍ବିତୀୟ ବଟାଲିୟନର ଦୁଇ ପୋଲିସ କର୍ମଚାରୀ ନିହତ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Other News