ନବୀନଙ୍କ ଉକ୍ତି : କେନ୍ଦ୍ରରେ ସରକାର ଗଢିବା ପାଇଁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବ ନାହିଁ

No party to get majority at Centre, says Naveen

ଆସନ୍ତା ୨୯ ତାରିଖରେ ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରରେ ସରକାର ଗଠନ କରିବା ପାଇଁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବ ନାହିଁ। ତେଣୁ କେନ୍ଦ୍ରରେ ସରକାର ଗଢିବା ପାଇଁ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ।  ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏହି ମତ ରଖିଛନ୍ତି।

Other News