ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ସିନ୍ଥେଟିକ ଟ୍ରାକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ

CM unveils synthetic track at Kalinga stadium

 Published : ଇଣ୍ଡିଆ ନିୟୁଜ-୨୪

/  

02-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୨ ତମ ଏସିଆନ ଆଥେଲେଟିକ୍ସ ଚମ୍ପିଆନସିପ୍ ପାଇଁ ନୂତନ ଭାବେ ବିଛାଯାଇଥିବା ସିନ୍ଥେଟିକ୍ ଟ୍ରାକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥି ସହିତ କ୍ରୀଡା କ୍ଷେତ୍ରରେ ଦେଶକୁ ଗର୍ବିତ କରିଥିବା ଓଡିଶାର ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମୀୟ କୁମାର ମଲ୍ଲିକ, ଜଉନା ମୂର୍ମୁ  ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କାକରି ଗୋଟିଏ ଗୋଟିଏ ଚେକ୍ ପ୍ରଦାନ କରିଥିଲେ।

Other News