ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାର ପ୍ରଥମ ସମନ୍ବିତ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

CM inaugurated Odishas first integrated water supply project

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ଓଡ଼ିଶାର ପ୍ରଥମ ସମନ୍ବିତ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ୪୩୧ କୋଟି ଟଙ୍କା ବିନି ଯୋଗରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୫ ଲକ୍ଷ ଲୋକ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉପକୃତ ହେବେ।

Other News