ନବୀନଙ୍କ ତୃଣମୂଳ ସ୍ତରରେ ସମ୍ପର୍କ, ସ୍ବଚ୍ଛ ବ୍ୟକ୍ତିତ୍ବ ନିର୍ବାଚନ ପ୍ରଚାରର ଥିଲା ମୂଳ ଆଧାର

Naveens ground connect, clean image win votes in hustings

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ବେଳେ ନିଜ ଜିଲ୍ଲାକୁ ଖୁବ୍ କମସମୟ ଆସୁଥିବା ବେଳେ ଏଥର ନିର୍ବାଚନ ସମୟରେ ବ୍ୟାପକ ପ୍ରଚାର କରିଛନ୍ତି। ନିଜର ନିର୍ମାଣ ଭାବମୂର୍ତ୍ତି ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଚାର ଦଳୀୟ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ଜିତିବାରେ ସହାୟକ ହୋଇଛି।

Other News