ନୂତନଭାବେ ପ୍ରସ୍ତୁତ ଓଡିଶା ସରକାରଙ୍କର ପୋଟାଲକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କଲେ

CM Unveils New Version Of Odisha Goverment Portal

 Published : ଓଟିଭି

/  

01-Jul-2017  

 ନୂତନଭାବେ ପ୍ରସ୍ତୁତ ଓଡିଶା ସରକାରଙ୍କ ପୋଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିଛନ୍ତି। ଏହି ପୋଟାଲରେ ବିଭିନ୍ନ ଭାଷା ବ୍ୟବହାର ପାଇଁ ବ୍ୟବସ୍ଥା ରହିଛି ସୁବିଧାରେ ଏପରିକି ଦିବ୍ୟାଙ୍ଗ ମାନେବି ବ୍ୟବହାର କରିପାରିବେ।

Other News