ତିନି ତଲାକ ବ୍ୟବସ୍ଥାର ଅପରାଧି କରଣକୁ ବିରୋଧକରି ବିଜେଡିର କକ୍ଷତ୍ୟାଗ

BJD against criminalizing triple talaq; stages walkedout

 Published : ଓରିଶାପୋଷ୍ଟ

/  

28-Dec-2018  

ବିଜେଡି ତିନି ତଲାକ ବ୍ୟବସ୍ଥାକୁ ଅପରାଧି କରଣ କରିବାବାକୁ ବିରୋଧ କରି ସଂସଦରେ କକ୍ଷତ୍ୟାଗ କରିଛନ୍ତି। ସାଂସଦ ରବିନ୍ଦ୍ର ଜେନା କହିଛନ୍ତି ଏହି ବଲ୍ ସମାଜରେ ବିଭେଦ ସୃଷ୍ଟି କରିବ ତେଣୁ ଦଳର ସଦସ୍ୟମାନେ ପ୍ରତିବାଦ କରି କକ୍ଷତ୍ୟାଗ କରିଛନ୍ତି।

Other News