ଶତାବ୍ଦୀ ଏକ୍ସପ୍ରେସ୍ ପୁନଃ ପ୍ରଚଳନ ପାଇଁ ଓଡ଼ିଶାର ଦାବୀ

Odisha sought re-introduction of Shatabdi Express

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ବରରୁ -ରାଉରକେଲା  ଭାୟା ଝାରସୁଗୁଡା ଦେଇ ପୁନଃ ପ୍ରଚଳନ ପାଇଁ ଦାବୀ କରିଛନ୍ତି।

Other News