ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ୟୁନିଭରସାଲ ଆଇ ହେଲଥ୍ ପୋଗ୍ରାମ: ଲକ୍ଷ୍ୟ ୨୦୨୨ ସୁଦ୍ଧା ଓଡିଶାରୁ ହଟିବ ଚକ୍ଷୁ ରୋଗ

Vision for all by 2022: CM launched Universal Eye Health Programme

 Published : ଓମ୍ କମ୍ ନିୟୁଜ

/  

12-Oct-2017  

ବିଶ୍ବ ଦୃଷ୍ଟି ଦିବସ-୨୦୧୭ ପାଳନ ଅବସରରେ ରାଜ୍ୟରୁ ୨୦୨୨ ସୁଦ୍ଧା ଚକ୍ଷୁ ରୋଗର ହଟାଇବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁନିଭରସାଲ ଆଇ ହେଲଥ୍ ପୋଗ୍ରାମର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାର ଶତପ୍ରତିଶତ ନିଜସ୍ବ ପାଣ୍ଠି ବିନିଯୋଗ କରି ଏହି ଭଳି କାର୍ଯ୍ୟକ୍ରମ କରିବା କ୍ଷେତ୍ରରେ ଦେଶରେ ପ୍ରଥମ ରାଜ୍ୟ।

Other News