ଭୁବନେଶ୍ବରରୁ ପ୍ରଥମ ସିଧା ସଳଖ ଆନ୍ତର୍ଜାତିକ ବିମାନ

First direct international flight from Bhubaneswar

 Published : ଟାଇମସ ଅଫ ଇଣ୍ଡିଆ

/  

26-Apr-2017  

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଉଡାଣ ସେବା ୨୬ ଏପ୍ରିଲ ୨୦୧୭ ରେ ଆରମ୍ଭ ହେବାକୁ ଯାଉଛି l ଭୁବନେଶ୍ବରରୁ ବଜେଟ ଏୟାର ଲାଇନସର ଏୟାର ଏସିଆ ବିମାନ ରାତି ୧୧ ଟା ୫୫ ମିନିଟରେ କ୍ଵାଲାଲମ୍ପୁର ଅଭିମୁଖେ ଯାତ୍ରା କରିବ l ପ୍ରତି ସପ୍ତାହର ସୋମବାର , ବୁଧବାର ,  ଶୁକ୍ରବାର  ଓ ରବିବାର ଦିନ ଭୁବନେଶ୍ବରରୁ କ୍ଵାଲାଲମ୍ପୁର ଯାତ୍ରାକରିବ l

Other News