ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ବିଧେୟକ-୨୦୧୭ ବିଧାନସଭାରେ ଗୃହୀତ

Assembly clears Land Rights to Slum Dwellers Bill-2017

 Published : ଓଟିଭି

/  

14-Sep-2017  

ବହୁ ପ୍ରତିକ୍ଷିତ ଓଡିଶା ବସ୍ତିବାସିନ୍ଦା ଭୂମି ଅଧିକାର ବିଧେୟକ—୨୦୧୭ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଯାଇଛି। ଏହା  ଆଇନରେ ପରିଣତ ହେବାପରେ  ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ଗୁଡିକର ବସ୍ତିବାସିନ୍ଦାଙ୍କୁ ଜମିଅଧିକାର ମିଳିବ। ସୂଚନାଯୋଗ୍ୟଯେ, ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା।

Other News