ବିଜେଡି ସଦସ୍ୟ ପ୍ରତାପ ଦେବଙ୍କ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ

BJD leader Pratap Deb takes oath as Rajya Sabha MP

 Published : ଓଡିଶା ସନ୍ ଟାଇମ୍ସ

/  

29-Jun-2017  

ବିଜେଡିରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ  ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ହମିଦ ଆନ୍ସରି  ସଂସଦ ଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀ ଦେବ ମେ ୧୮ ତାରିଖରେ ଓଡିଶାରୁ ରାଜ୍ୟସଭାକୁ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

Other News