ଓଡିଶା ସରକାର ବୃଦ୍ଧି କଲେ ବନ୍ୟ ପ୍ରାଣୀ ଆକ୍ରମଣ ଜନୀତ ମୃତ୍ୟୁ କ୍ଷତିପୂରଣ:ମୁଖ୍ୟମନ୍ତ୍ରୀ

Odisha government hiked compensation for wild animal attack deaths

 Published : ଓଟିଭି

/  

07-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଜୟଦେବ ଭବନରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବନ୍ୟପ୍ରାଣୀ ଆକ୍ରମଣ ଜନୀତ ମୃତ୍ୟୁ କ୍ଷତିପୂରଣ ବୃଦ୍ଧି ସମ୍ପର୍କରେ  ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ କୌଣସି ବ୍ୟକ୍ତି ମୃତ୍ୟୁ ବରଣକଲେ ଏଣିକି କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ। ପ୍ରତିବର୍ଷ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ଗୁଡିକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News