ମୁଖ୍ୟମନ୍ତ୍ରୀ ପ୍ରଥମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟଳୟ ପାଇଁ ଭିତିପ୍ରସ୍ଥର ସ୍ଥାପନ କଲେ

CM laid stone for 1st public health university

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ  “ଏସିୟାନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ୍  ୟୁନିଭରସିଟି”ପାଇଁ  ଭୁବନେଶ୍ବର ଆଇ ଆଇ ଟି ନିକଟସ୍ତ ହରିଦାମଦା ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News