ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନେକ ପ୍ରକଳ୍ପକୁ ଉଦଘାଟନ କଲେ

CM inaugurates several smart city projects

 Published : ଓଡିଶା ସନ୍ ଟାଇମ୍ସ

/  

22-Jun-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ମାର୍ଟସିଟିର କେତେକ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ରାଜଧାନୀର ସଚିବାଳୟ ମାର୍ଗରେ ସୌରଶକ୍ତି ଚାଳିତ ଆଡଟିଭ୍ ଟ୍ରାଫିକ ସିଗନାଲ ନିୟତ୍ରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏତଦ୍ ବ୍ୟତୀତ ସ୍ମାର୍ଟ ସିଟିର ୪ଟି ପ୍ରକଳ୍ପର ଶୁଭଦାନ କରିଛନ୍ତି।

Other News